ସାମିଙ୍କୁ ଠାରୁ ଧୱନ ପର୍ଯ୍ୟନ୍ତ ବିବାହିତ ମହିଳାଙ୍କୁ କରିଛନ୍ତି ଜୀବନସାଥୀ: ଜାଣନ୍ତୁ ଅନ୍ୟ କେଉଁ କ୍ରିକେଟର୍‌ ଅଛନ୍ତି ଏହି ଲିଷ୍ଟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମି ଆଜିକାଲି ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପତ୍ନୀ ହସିନ୍‌ ଜହାନ ତାଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ ମହମ୍ମଦ ସାମି ବିବାହିତ ଥାଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। କେବେଳ ଏତିକି ନୁହେଁ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ମଧ୍ୟ ମହମ୍ମଦ ମାସିଙ୍କ ଉପରେ ଲଗାଇଛନ୍ତି ପତ୍ନୀ ହସିନ୍‌ ଜହାନ୍‌। ଏପରି ପରିସ୍ଥିତିରେ ଆଉ […]

nikita-vanjara-photos (1)

nikita-vanjara-photos (1)

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 01:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମି ଆଜିକାଲି ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପତ୍ନୀ ହସିନ୍‌ ଜହାନ ତାଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ ମହମ୍ମଦ ସାମି ବିବାହିତ ଥାଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। କେବେଳ ଏତିକି ନୁହେଁ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ମଧ୍ୟ ମହମ୍ମଦ ମାସିଙ୍କ ଉପରେ ଲଗାଇଛନ୍ତି ପତ୍ନୀ ହସିନ୍‌ ଜହାନ୍‌। ଏପରି ପରିସ୍ଥିତିରେ ଆଉ ଏକ ରହସ୍ୟର ଖୁଲାସା ହୋଇଛି ଯେ ଏହି ସବୁ ଅଭିଯୋଗ ଆଣିଥିବା ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ୨ଟି ଝିଅ ମଧ୍ୟ ଏବେ ଅଛନ୍ତି। ହେଲେ ମହମ୍ମଦ ସାମିଙ୍କୁ ଏହି ସବୁ କଥା ହସିନ ଲୁଚାଇ ତାଙ୍କୁ ବିବାହକରିଥିବା ସାମି କହିଛନ୍ତି।

ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କେବେଳ ସାମି ନୁହଁନ୍ତି ଅନେକ ଏମିତି ଭାରତୀୟ ଷ୍ଟାର୍‌ କ୍ରିକେଟ୍‌ ଅଛନ୍ତି ଯେଉଁମାନଙ୍କ ପତ୍ନୀ ପୂର୍ବରୁ ଆଉ କାହା ସହ ବିବାହ ବନ୍ଧନରେ ଆବଦ୍ଧ ରହିଥିଲେ। ଏବଂ ପରେ ଏହି ଷ୍ଟାର କ୍ରିକେଟଙ୍କୁ ବିବାହ କରିଛନ୍ତି। ଏହି କ୍ରିକେଟର୍‌ ହେଲେ ଭାରତୀୟ କ୍ରିକେଟର୍‌ ଶିଖର ଧୱନ, ମୁରଲି ବିଜୟ ଓ ଅନିଲ କୁମ୍ବଲେ।

ଆୟେସା ମୁଖାର୍ଜୀଙ୍କୁ ଧୱନବିବାହ କରିଛନ୍ତି। ଧୱନ ଆୟେସାଙ୍କୁ ପ୍ରଥମ ବିବାହ କରିଛନ୍ତି କିନ୍ତୁ ଆୟେସାଙ୍କ ଏହା ଦ୍ୱିତୀୟ ବିବାହ।  ଆୟେସା ଓ ତାଙ୍କର ପ୍ରଥମ ସ୍ୱାମୀଙ୍କର ଦୁଇଟି ପିଲା ଅଛି। ଜଣଙ୍କର ବୟସ ୧୬ ଓ ଅନ୍ୟଜଣଙ୍କର ୧୨।

ମୁରଲି ବିଜୟ ମଧ୍ୟ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ନିକିତା ବିଜୟ ହେଉଛନ୍ତି ମୁରଲି ବିଜୟଙ୍କ ପତ୍ନୀ। ପୂର୍ବରୁ ନିକାତଙ୍କୁ ଭାରତୀୟ କ୍ରିକେଟର୍‌ ଦିନେଶ କାର୍ତ୍ତିକ ୨୦୦୭ରେ ବିବାହ କରିଥିଲେ। ପରେ ଦିନେଶ କାର୍ତ୍ତିକଙ୍କ ବନ୍ଧୁ ମୁରଲି ବିଜୟ ନିକିତାଙ୍କୁ ବିବାହ କରିଥିଲେ।  ନିକିତା ବିବାହିତ ଥାଇ ମଧ୍ୟ ମୁରଲି ବିଜୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଏହି ଦୁଇଜଣ ବିବାହ କରିଥିଲେ।

ଏବଂ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ଓ କୋଚ୍‌ ରହିଥିବା ଅନିଲ କୁମ୍ବଲେ ମଧ୍ୟ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାଁ ହେଉଛି ଚେତନା ରାମତୀର୍ଥ। ଚେତନା ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଡିଭୋର୍ସ ଦେବାପରେ ଅନିଲ କୁମ୍ବଲେଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story