ମାଓ ମୁକାବିଲା ପାଇଁ କୋରାପୁଟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ରଣନୀତି ପ୍ରସ୍ତୁତି

koraputଜୟପୁର: ନକ୍ସଲ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତି ନେଇ କୋରାପୁଟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏଥିରେ ପୋଲିସ ଡିଜି କେ.ବି ସିଂହ, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଛନ୍ତି। ବୈଠକରେ ମାଓ ପ୍ରଭାବିତ ୫ଟି ଜିଲ୍ଲାର ଏସପି ମଧ୍ୟ ଯୋଗଦେଇଛନ୍ତି।

ଗତ ବୁଧବାର ମାଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ କମାଣ୍ଡ ବୈଠକ ବସିଥିଲା। ଏଥିରେ ଅବିଭକ୍ତ କୋରାପୁଟ ସମେତ ଅନ୍ୟ ଅଞ୍ଚଳରେ କିଭଳି ମାଓ ମୁକାବିଲା ହେବ ସେ ନେଇ ବିସ୍ତୃତ ଭାବେ ରଣନୀତି ପ୍ରସ୍ତୁତ ହୋଇଥିଲା। ଏହାସହ ବର୍ତ୍ତମାନ ଯେଉଁ ସ୍ଥାନରେ ପାରା ମିଲିଟାରୀ ଫୋର୍ସ ମୁତୟନ ଅଛନ୍ତି ସେଠାରୁ ଫୋର୍ସ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବେ କି ନାହିଁ ସେ ମଧ୍ୟ ବିଏସଏଫ୍ ଓ ସିଆରପିଏଫର ମତ ଲୋଡାଯାଇଥିଲା।

ଆହୁରି ପଢ଼ନ୍ତୁ

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ରକ୍ଷା ବନ୍ଧନରେ ଭଉଣୀକୁ ଏମିତି ପାଉଣା ଦେଲା ଭାଇ…

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

‘କାରଗିଲ୍ ବିଜୟ ଦିବସ’ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ୟୁଜି, ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି?

ଜୋର୍ ଧରିଲାଣି ‘ଜଷ୍ଟିସ୍ ଫର୍ ଆଦିତ୍ୟ’ ଅଭିଯାନ

ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’