ଟଙ୍କା ଚୋରି ମହଙ୍ଗା ପଡ଼ିଲା: ନାବାଳକକୁ ନିସ୍ତୁକ ମାଡ଼

ବାରିପଦା: ଟଙ୍କା ବ୍ୟାଗ ଚୋରି ଅଭିଯୋଗରେ ଜଣେ ନାବାଳକକୁ ଦଣ୍ଡ ଦେବାକୁ ଯାଇ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକେ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଅଞ୍ଚଳରେ। ଜଣେ ନାବାଳକ ୧୫,୦୦୦ ଟଙ୍କା ଥିବା ବ୍ୟାଗ ନେଇ ଚମ୍ପଟ ମାରିବା ବେଳେ ସ୍ଥାନୀୟ ଲୋକେ ଉଦଳା ମାର୍କେଟ ହାଇସ୍କୁଲ ଛକ ନିକଟରେ ତାକୁ ଧରି ମାଡ଼ ମାରିଥିଲେ। ମାଡ଼ରେ ନାବାଳକ ଜଣକ କଥା କହିପାରୁ ନାହିଁ। ତେଚାଶୂନ୍ୟ ହେଲା ଭଳି ସ୍ଥିତି ଉପୁଜିଥିଲା। ତେବେ […]

baripada loot

baripada loot

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 09:08 PM IST

ବାରିପଦା: ଟଙ୍କା ବ୍ୟାଗ ଚୋରି ଅଭିଯୋଗରେ ଜଣେ ନାବାଳକକୁ ଦଣ୍ଡ ଦେବାକୁ ଯାଇ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକେ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଅଞ୍ଚଳରେ। ଜଣେ ନାବାଳକ ୧୫,୦୦୦ ଟଙ୍କା ଥିବା ବ୍ୟାଗ ନେଇ ଚମ୍ପଟ ମାରିବା ବେଳେ ସ୍ଥାନୀୟ ଲୋକେ ଉଦଳା ମାର୍କେଟ ହାଇସ୍କୁଲ ଛକ ନିକଟରେ ତାକୁ ଧରି ମାଡ଼ ମାରିଥିଲେ। ମାଡ଼ରେ ନାବାଳକ ଜଣକ କଥା କହିପାରୁ ନାହିଁ। ତେଚାଶୂନ୍ୟ ହେଲା ଭଳି ସ୍ଥିତି ଉପୁଜିଥିଲା। ତେବେ ଘଟଣାରେ ନାବାଳକର ଦୁଇ ସହଯୋଗୀ ଖସି ଯାଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଳକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ନାବାଳକୁ ଉଦ୍ଧାର କରିପାରିନଥିଲା। ପୋଲିସ୍‌ ଉପସ୍ଥିତିରେ ଲୋକେ ଗାଁ ରାସ୍ତାରେ ତାକୁ ମାଡ଼ ମାରି ଚଲାଇ ଚଲାଇ ନେଉଥିବା ଦେଖୁବାକୁ ମିଳିଛି।

ଟଙ୍କା ବ୍ୟାଗ ମାଲିକ ଖୁଣ୍ଟା ବିସିପୁରର ମୋହନ ମାଝୀ ଏନେଇ ଉଦଳା ଥାନାରେ ଅଭିଯୋଗ କରିଥିଲେ।

https://www.youtube.com/watch?v=c5gP2lyZ_w4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story