ଓଆର୍‌ଭି ଆଇନ୍ କାର୍ଯ୍ୟକାରୀ ଦାବିରେ ଗୃହରେ ବିଧାୟକଙ୍କ ଧାରଣା ଜାରି

ଭୁବନେଶ୍ୱର: ସଂଶୋଧିତ ଓଡ଼ିଶା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବା ଦାବିରେ ଜାରି ରହିଛି ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା। ଆଜି ଚତୁର୍ଥ ଦିନ ପାଇଁ ବିଧାନସଭା ଭିତରେ ଅନଶନରେ ବସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ। ସରକାର ସେମାନଙ୍କ ଦାବି ପୂରଣ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନରତ ବିଧାୟକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା। ଯେଉଁମାନେ ଧାରଣାରେ ବସିଛନ୍ତି […]

mla-protest

mla-protest

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 11:53 AM IST

Sports

Latest News

mla-protestଭୁବନେଶ୍ୱର: ସଂଶୋଧିତ ଓଡ଼ିଶା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବା ଦାବିରେ ଜାରି ରହିଛି ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା। ଆଜି ଚତୁର୍ଥ ଦିନ ପାଇଁ ବିଧାନସଭା ଭିତରେ ଅନଶନରେ ବସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ। ସରକାର ସେମାନଙ୍କ ଦାବି ପୂରଣ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନରତ ବିଧାୟକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା। ଯେଉଁମାନେ ଧାରଣାରେ ବସିଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଗୃହର ସଦସ୍ୟ। ତେଣୁ ଗୃହର ନେତାଙ୍କୁ ଭେଟି ଆଲୋଚନା କରିବାରେ କିଛି ଅସୁବିଧା ଅଛି କି? ଆମେ ବିଧାୟକମାନେ ଯଦି ଗୃହରେ ନେତାଙ୍କ ସହିତ ଆଲୋଚନା କରିପାରିବୁ ନାହିଁ, ବିରୋଧୀ ଦଳ ନେତାଙ୍କ ସହିତ ଆଲୋଚନା କରିବୁ ନାହିଁ ତା’ହେଲେ ଗଣତନ୍ତ୍ର ଏ ଗୃହରୁ କ’ଣ ଆଶା କରିବ। ଏ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ସଂଖ୍ୟା ଗରିଷ୍ଠତାରେ ଅନ୍ଧ ହୋଇଯାଇଛନ୍ତି ସରକାର। ଯଦି ସରକାର ଆମ ସହିତ ଆଲୋଚନା କରିବେ ନାହିଁ ତା’ହେଲେ ବିରୋଧୀ ଦଳକୁ କ’ଣ ସମ୍ମାନ ଦେଉଛନ୍ତି। ବିଧାୟକମାନେ ଧାରଣାରେ ବସିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମର ଦାବି ହେଉଛି ଧାରଣାରତ ବିଧାୟକମାନଙ୍କ ସହିତ ସରକାର ତୁରନ୍ତ ଆଲୋଚନା କରନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ।”

ସୋମବାର ଗୃହ ବାହାରେ ମଧ୍ୟ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ସେହି ଦିନ କଂଗ୍ରେସ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ବିଜେପି ମଧ୍ୟ ରାସ୍ତାକୁ ଓହ୍ଲାଇବ। ଦଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସେଲ୍ ପକ୍ଷରୁ ଧାରଣା ଦିଆଯିବ।

ବୈଷୟିକ ଓ ଡାକ୍ତରୀ ଶିକ୍ଷାରେ ଅନୁସୂଚିତ ଜାତି, ଜନଜାତି ପାଇଁ ୩୯ ପ୍ରତିଶତ ସଂରକ୍ଷଣ ସହିତ ୫ ଦଫା ଦାବି ନେଇ କଂଗ୍ରେସ ଓ ବିଜେପିର ଅନୁସୂଚିତ ଜାତି ଓ ଜନଜାତି ବିଧାୟକମାନେ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story