ଉଭୟ ଇଂରାଜୀ ଓ ହିନ୍ଦୀରେ ହେବ ପାସ୍‌ପୋର୍ଟ

ନୂଆଦିଲ୍ଲୀ: ଏଣିକି ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ପାସପୋର୍ଟ ଉପଲବ୍ଧ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏବେ କେବଳ ଇଂରାଜୀ ଭାଷାରେ ପାସ୍‌ପୋର୍ଟ ଉପଲବ୍ଧ ହେଉଛି। ପାସ୍‌ପୋର୍ଟରେ ହିନ୍ଦୀ ଭାଷାରେ ସୂଚନା ରହିବା ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି ଯେ ସମସ୍ତ ଆରବ ଦେଶରେ ପାସ୍‌ପୋର୍ଟରେ ଆରବ ଭାଷା ରହିଛି। ଜର୍ମାନ ଓ ରୁଷିଆରେ ମଧ୍ୟ ପାସ୍‌ପୋର୍ଟରେ ସେହି ଦେଶର ଭାଷା ରହିଛି। ତେଣୁ ଭାରତରେ କାହିଁକି ହିନ୍ଦୀ […]

SushmaSwaraj

SushmaSwaraj

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 10:54 AM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ପାସପୋର୍ଟ ଉପଲବ୍ଧ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏବେ କେବଳ ଇଂରାଜୀ ଭାଷାରେ ପାସ୍‌ପୋର୍ଟ ଉପଲବ୍ଧ ହେଉଛି।

ପାସ୍‌ପୋର୍ଟରେ ହିନ୍ଦୀ ଭାଷାରେ ସୂଚନା ରହିବା ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି ଯେ ସମସ୍ତ ଆରବ ଦେଶରେ ପାସ୍‌ପୋର୍ଟରେ ଆରବ ଭାଷା ରହିଛି। ଜର୍ମାନ ଓ ରୁଷିଆରେ ମଧ୍ୟ ପାସ୍‌ପୋର୍ଟରେ ସେହି ଦେଶର ଭାଷା ରହିଛି। ତେଣୁ ଭାରତରେ କାହିଁକି ହିନ୍ଦୀ ଭାଷାରେ ପାସ୍‌ପୋର୍ଟ ତିଆରି କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ଏହା ସହିତ ପାସ୍‌ପୋର୍ଟ ବନାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୁଷମା କହିଛନ୍ତି। ସେ କହିଛନ୍ତି ଯେ ପାସ୍‌ପୋର୍ଟ ପାଇଁ ଆଠ ବର୍ଷରୁ କମ୍ ଶିଶୁ ଓ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ପୂର୍ବରୁ ଯେତିକି ଫି’ ନିଆଯାଉଥିଲା ସେଥିରେ ୧୦% ହ୍ରାସ କରାଯାଇଛି। ସେହିଭଳି ତତ୍‌କାଳ ପାସ୍‌ପୋର୍ଟ ପାଇଁ ରାସନ କାର୍ଡ ବି ଦାଖଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏହା ଗାଁରେ ବସବାସ କରୁଥିବା ଲୋକଙ୍କ ପାଇଁ ସହାୟକ ହେବ ଯେଉଁମାନଙ୍କର ପାନ୍ କାର୍ଡ ନ ଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story