‘ରଥ ଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍‌’

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ହେଉଥିଲା। ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି। ଏଥିପାଇଁ ବହୁ ସଂଖ୍ୟାର ଭକ୍ତ ପୁରୀ ଆସିବେ। ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୨୦୫ଟି ଟ୍ରେନ୍‌ ଚଳାଚଳ କରିବ। ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏପରି କହିଛନ୍ତି। ସେ କହିଛନ୍ତି, ରଥ ଯାତ୍ରା ପାଇଁ ପୁରୀରେ ବିଶେଷ […]

Union Minister Ashwini Vaishnaw

Union Minister Ashwini Vaishnaw

Tapaswini Nayak
  • Published: Tuesday, 21 June 2022
  • Updated: 21 June 2022, 01:55 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ହେଉଥିଲା। ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି। ଏଥିପାଇଁ ବହୁ ସଂଖ୍ୟାର ଭକ୍ତ ପୁରୀ ଆସିବେ। ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୨୦୫ଟି ଟ୍ରେନ୍‌ ଚଳାଚଳ କରିବ। ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏପରି କହିଛନ୍ତି।

ସେ କହିଛନ୍ତି, ରଥ ଯାତ୍ରା ପାଇଁ ପୁରୀରେ ବିଶେଷ ବ୍ୟବସ୍ଥା କରାଯିବ। ସବୁ ପାର୍କିଂ ଏରିଆକୁ ଜର୍ମାନୀ ଟେଣ୍ଟରେ କଭର କରାଯିବ। ସେଠାରେ ଯାତ୍ରୀମାନଙ୍କ ପାଇଁ ବିଶେଷ ସୁବିଧା କରାଯିବ। ପୁରୀ ସହର ଭିତରେ ମୋବାଇଲ ଟିକେଟର ବ୍ୟବସ୍ଥା କରଯିବ। ଯେପରି କୌଣସି ଯାତ୍ରୀଙ୍କୁ ଲାଇନରେ ଠିଆ ହୋଇ ଟିକେଟ କରିବାକୁ ପଡ଼ିବ ନାହିଁ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପୁରୀ ପାରାଦୀପ ପାସେଞ୍ଜର ଟ୍ରେନ୍, ପୁରୀ ସିରିଡି ଏକ୍ସପ୍ରେସ ଓ ପୁରୀ ତାଳଚେର ପାସେଞ୍ଜର କରୋନା ସମୟରେ ବନ୍ଦ ଥିଲା। ଆସନ୍ତା କିଛି ଦିନ ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ କରିବ। ରଥ ଯାତ୍ରା ପାଇଁ ସ୍ପେଶାଲ ମଡର୍ଣ୍ଣ ମେମୋ ଟ୍ରେନ୍ ଚଳାଚଳ କରିବ। ଯେଉଁ ଟ୍ରେନରେ ଇଞ୍ଜିନଗୁଡ଼ିକୁ ଅଦଳବଦଳ କରିବାକୁ ପଡ଼ିବ ନାହିଁ। ଯେଉଁ ଯାତ୍ରୀଙ୍କ ଆର୍ଥିକ ସ୍ଥିତି  ଖରାପ ଥିବ, ସେମାନଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁରୀକୁ ବିଶ୍ୱ ସ୍ତରୀୟ ଷ୍ଟେସନ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପୁରୀ ଷ୍ଟେସନ ଓ ତାର ଆଖପାଖ ଅଞ୍ଚଳର ଉନ୍ନତି ପାଇଁ ୩୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ। ପୁରୀରେ ବିଶ୍ୱସ୍ତରୀୟ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ ହେବ। ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି। ବିଲଡିଂଟି ଯେପରି ୨୦୦ରୁ ୩୦୦ କିଲୋମିଟର ବେଗର ବାତ୍ୟା ସହିପାରିବ, ତାହାକୁ ସେଭଳି  ନିର୍ମାଣ କରାଯିବ। ପୁରୀ ଓ ଭୁବନେଶ୍ୱର ମଝିରେ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story