ପୂର୍ଣ୍ଣ ଅନୁଦାନ ଦାବିରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଆଇନ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର: ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ଭୁବନେଶ୍ୱରରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା। ଶତାଧିକ ଶିକ୍ଷକ ରାଲିରେ ମାଷ୍ଟରକ୍ୟାଣ୍ଟିନରୁ ଆସି ଲୋୟର ପିଏମଜିରେ ପହଞ୍ଚିଥିଲେ। ୧୪୪ ଧାରାକୁ ନ ମାନି ଶିକ୍ଷକମାନେ ପୋଲିସ୍ ବାରିକେଡ୍ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ୍ ସହ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଥିଲା। ଏଥିରେ କିଛି ଶିକ୍ଷକ ଆହତ  ହୋଇଛନ୍ତି। ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଶିକ୍ଷକ […]

teacher

teacher

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 12:50 PM IST

Sports

Latest News

ଭୁବନେଶ୍ୱର: ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ଭୁବନେଶ୍ୱରରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା। ଶତାଧିକ ଶିକ୍ଷକ ରାଲିରେ ମାଷ୍ଟରକ୍ୟାଣ୍ଟିନରୁ ଆସି ଲୋୟର ପିଏମଜିରେ ପହଞ୍ଚିଥିଲେ। ୧୪୪ ଧାରାକୁ ନ ମାନି ଶିକ୍ଷକମାନେ ପୋଲିସ୍ ବାରିକେଡ୍ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ୍ ସହ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଥିଲା। ଏଥିରେ କିଛି ଶିକ୍ଷକ ଆହତ  ହୋଇଛନ୍ତି। ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଶିକ୍ଷକ ସଂଘ ଅଭିଯୋଗ କରିଛି।  କିନ୍ତୁ ଭୁବନେଶ୍ୱର ଡିସିପି ଏହାକୁ ଖଣ୍ଡନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷକ ମହାସଂଘର ପ୍ରାୟ ତିନିଶହ କର୍ମକର୍ତ୍ତାଙ୍କୁ ପୋଲିସ୍ ଆଜି ଗିରଫ କରିଛି।

ପୂର୍ବରୁ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ସହ ଆଲୋଚନା ବିଫଳ ହେବାରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା।

 ଓସ୍ତାର ସହ ସଂପାଦକ ମଧୂସୁଧନ ଦେ କହିଛନ୍ତି, “ଶିକ୍ଷକମାନଙ୍କୁ ପୂର୍ଣ୍ଣ ଅନୁଦାନ ଦାବିରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ସରକାରଙ୍କ ସହିତ ବାରମ୍ବାର ଆଲୋଚନା କରୁଛି। ସରକାର ଆମକୁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ବାରମ୍ବାର ଭଣ୍ଡାଉଛନ୍ତି। ତାହାରି ପ୍ରତିବାଦରେ ଆମେ ଆନ୍ଦୋଳନ କରୁଛୁ।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ଶିକ୍ଷକମାନେ ବାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିଛି ଶିକ୍ଷକଙ୍କୁ ଗିରଫ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story