ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ୭୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସଜେଇ ହୋଇଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସମାରୋହ। ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପରେଡ ସ୍ଥଳ ରହିଛି। ପରେଡ ଅଞ୍ଚଳରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏସ୍‌ଓଜି, ସ୍ପେଶାଲ ୟୁନିଟ୍‌, ବୋମା ନିଷ୍କ୍ରିୟକାରୀ ଦଳ ସହ ସାଦା ପୋଷାକରେ ସୁରକ୍ଷାକର୍ମୀ […]

bbsr

bbsr

Rakesh Mallick
  • Published: Monday, 15 August 2016
  • Updated: 15 August 2016, 10:40 AM IST

Sports

Latest News

bbsrଭୁବନେଶ୍ୱର: ୭୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସଜେଇ ହୋଇଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସମାରୋହ। ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପରେଡ ସ୍ଥଳ ରହିଛି। ପରେଡ ଅଞ୍ଚଳରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏସ୍‌ଓଜି, ସ୍ପେଶାଲ ୟୁନିଟ୍‌, ବୋମା ନିଷ୍କ୍ରିୟକାରୀ ଦଳ ସହ ସାଦା ପୋଷାକରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ୫୦ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ପାରେଡ ସ୍ଥଳକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିଛି।

ଚଳିତଥର ରାଜ୍ୟସ୍ତରୀୟ ପରେଡରେ ୬୪ଟି ଟ୍ରୁପ୍‌ ସାମିଲ ହେବେ।

ମାଓ ହିଂସାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଜିଲ୍ଲାରେ କମ୍ବିଂ ଅପରେସନ୍‌ ଜାରି ରହିଛି। ମାଓବାଦୀଙ୍କ ଗତିବିଧି ଉପରେ ପୋଲିସ ତୀକ୍ଷଣ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story