ରାଜ୍ୟରେ ଉଦ୍ୟାନ କୃଷି ଅଞ୍ଚଳକୁ ୫୦ ପ୍ରତିଶତ ବୃଦ୍ଧି କରାଯିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଯେତିକି ଅଞ୍ଚଳରେ ଉଦ୍ୟାନ କୃଷି କରାଯାଉଛି ତାକୁ ଆହୁରି ୫୦ ପ୍ରତିଶତ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଆଗାମୀ ୫ ବର୍ଷ ଭିତରେ ଏହି ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଥିବା ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉଦ୍ୟାନକୃଷି ବିଭାଗ କର୍ମଶାଳାରେ ବିଭାଗୀୟ ନିଦ୍ଦେର୍ଶକ ସୂଚନା ଦେଇଛନ୍ତି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ୧୦୭ଜଣ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କୁ ନିଯୁକ୍ତି […]

hort

hort

Rakesh Mallick
  • Published: Friday, 30 October 2015
  • Updated: 30 October 2015, 04:39 PM IST

Sports

Latest News

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଯେତିକି ଅଞ୍ଚଳରେ ଉଦ୍ୟାନ କୃଷି କରାଯାଉଛି ତାକୁ ଆହୁରି ୫୦ ପ୍ରତିଶତ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଆଗାମୀ ୫ ବର୍ଷ ଭିତରେ ଏହି ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଥିବା ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉଦ୍ୟାନକୃଷି ବିଭାଗ କର୍ମଶାଳାରେ ବିଭାଗୀୟ ନିଦ୍ଦେର୍ଶକ ସୂଚନା ଦେଇଛନ୍ତି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ୧୦୭ଜଣ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହି ଅଧିକାରୀମାନେ ରାଜ୍ୟରେ ଉଦ୍ୟାନ କୃଷିକୁ ଅଧିକ ଆଗକୁ ନେବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଠିକ୍ ସେହିଭଳି ଭାବେ ମିଶନ୍ ମୋଡରେ ଉଦ୍ୟାନକୃଷି ବିଭାଗକୁ ଅଧିକ ସକ୍ରିୟ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos