ରଣଜୀ ମ୍ୟାଚ୍: ଆସନ୍ତାକାଲିଠୁ ଓଡ଼ିଶା-ମହାରାଷ୍ଟ୍ର ମୁକାବିଲା

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଆସନ୍ତାକାଲି ତା’ର ଷଷ୍ଠ ମ୍ୟାଚ୍ ମହାରାଷ୍ଟ୍ର ବିପକ୍ଷରେ ଖେଳିବ। କେରଳର ୱାୟାନାଡରେ ଏହି ମ୍ୟାଚ୍ ଖେଳା ଯିବ। ଓଡ଼ିଶା ୫ଟି ମ୍ୟାଚ୍ ଖେଳି ଗୋଟିଏ ବି ହାରି ନାହିଁ। ଦଳ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଜିତି ଥିବା ବେଳେ ବିଦର୍ଭ, ଦିଲ୍ଲୀ, ରାଜସ୍ଥାନ ଓ ଆସାମ ବିପକ୍ଷ ମ୍ୟାଚ୍‌ ଡ୍ର’ ରଖିଥିଲା। ୫ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୪ଟି ଡ୍ର’ ସହିତ ୧୨ ପଏଣ୍ଟ […]

ranji-match

ranji-match

Rakesh Mallick
  • Published: Monday, 28 November 2016
  • Updated: 29 November 2016, 08:34 AM IST

Sports

Latest News

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଆସନ୍ତାକାଲି ତା’ର ଷଷ୍ଠ ମ୍ୟାଚ୍ ମହାରାଷ୍ଟ୍ର ବିପକ୍ଷରେ ଖେଳିବ। କେରଳର ୱାୟାନାଡରେ ଏହି ମ୍ୟାଚ୍ ଖେଳା ଯିବ।

ଓଡ଼ିଶା ୫ଟି ମ୍ୟାଚ୍ ଖେଳି ଗୋଟିଏ ବି ହାରି ନାହିଁ। ଦଳ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଜିତି ଥିବା ବେଳେ ବିଦର୍ଭ, ଦିଲ୍ଲୀ, ରାଜସ୍ଥାନ ଓ ଆସାମ ବିପକ୍ଷ ମ୍ୟାଚ୍‌ ଡ୍ର’ ରଖିଥିଲା।

୫ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୪ଟି ଡ୍ର’ ସହିତ ୧୨ ପଏଣ୍ଟ ପାଇ ଓଡ଼ିଶା ଟିମ୍ ‘ଗ୍ରୁପ୍ ବି’ରେ ପଞ୍ଚମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଦଳ ୫ଟି ମ୍ୟାଚ୍ ଖେଳି ଥିବା ବେଳେ ଗୋଟିଏ ଜିତିଛି ଓ ଗୋଟି ହାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story