ରିମାଣ୍ଡ ଅବଧି ଶେଷ, ୫ସିମି ଆତଙ୍କୀଙ୍କୁ ଆଜି କୋର୍ଟରେ ହାଜର କରାଯିବ

ରାଉରକେଲା: ରାଉରକେଲାରୁ ଗିରଫ ୫ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ଆତଙ୍କବାଦୀଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଏମାନଙ୍କୁ ରାଉରକେଲା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବ। ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲାକୁ ନିଆଯାଇଛି। ସମସ୍ତଙ୍କୁ କୌଣସି ଏକ ଗୁପ୍ତ ସ୍ଥାନରେ ରଖାଯାଇଛି। ଏହି ୫ ଆତଙ୍କୀକୁ ପୋଲିସ୍ ରିମାଣ୍ଡରେ ନେବ ନା ନାହିଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପୋଲିସ୍, ପୁଣେ ପୋଲିସ୍ ଓ ଭୋପାଳରୁ ଆସିଥିବା ଏନଆଇଏ […]

sim-terrorist1

sim-terrorist1

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 02:57 AM IST

Sports

Latest News

ରାଉରକେଲା: ରାଉରକେଲାରୁ ଗିରଫ ୫ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ଆତଙ୍କବାଦୀଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଏମାନଙ୍କୁ ରାଉରକେଲା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବ। ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲାକୁ ନିଆଯାଇଛି। ସମସ୍ତଙ୍କୁ କୌଣସି ଏକ ଗୁପ୍ତ ସ୍ଥାନରେ ରଖାଯାଇଛି। ଏହି ୫ ଆତଙ୍କୀକୁ ପୋଲିସ୍ ରିମାଣ୍ଡରେ ନେବ ନା ନାହିଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପୋଲିସ୍, ପୁଣେ ପୋଲିସ୍ ଓ ଭୋପାଳରୁ ଆସିଥିବା ଏନଆଇଏ ଟିମ୍ ଏହି ୫ ଆତଙ୍କବାଦୀକୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସିମି ସଂଗଠନର ୫ ଆତଙ୍କବାଦୀଙ୍କୁ ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା। ଗିରଫ ୫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କଠାରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ୍ ଜବତ କରାଯାଇଥିଲା। ଏହା ସହିତ ସେମାନଙ୍କଠାରୁ ନକଲି ପରିଚୟପତ୍ର, ନକଲି ପ୍ୟାନ୍ କାର୍ଡ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story