ରିଲିଜ୍‌ ହେଲା ‘ଶିବାଜୀ’

ମୁମ୍ବାଇ: ଲୋଟନ ପାଟିଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିବାଜୀ’ ଆଜି ରିଲିଜ୍‌ ହୋଇଛି। ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମେତ ଅନ୍ୟ ଘଟଣା ଉପରେ ପର୍ଯ୍ୟବସିତ। ଫିଲ୍ମରେ ସୋହା  ଅଲ୍ଲି ଖାନ୍‌, ବୀର ଦାସ  ଓ ଲଖା ଲଖୱିନ୍ଦର ସିଂ ଅଛନ୍ତି।