ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ହେବ କୋଭିଡ୍ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସାମୁହିକ କୋଭିଡ୍ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ବିଭାଗର ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘରୋଇ ହସ୍ପିଟାଲ ବା ମେଡିକାଲକୁ କୋଭିଡ୍ ଟିକା ଯୋଗାଣକୁ ମେ’ ୧ରୁ ବନ୍ଦ କରିଦେଇଛନ୍ତି। ତେବେ ଯେଉଁମାନେ ଏସବୁ ଘରୋଇ ହସ୍ପିଟାଲରେ ଟିକା […]

Vaccine

Vaccine

Tapas Behera
  • Published: Monday, 03 May 2021
  • Updated: 03 May 2021, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସାମୁହିକ କୋଭିଡ୍ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
ବିଭାଗର ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘରୋଇ ହସ୍ପିଟାଲ ବା ମେଡିକାଲକୁ କୋଭିଡ୍ ଟିକା ଯୋଗାଣକୁ ମେ’ ୧ରୁ ବନ୍ଦ କରିଦେଇଛନ୍ତି।

ତେବେ ଯେଉଁମାନେ ଏସବୁ ଘରୋଇ ହସ୍ପିଟାଲରେ ଟିକା ନେଇଥିଲେ ସେମାନେ ଏବେ ସରକାରୀ  କୋଭିଡ୍ ଟିକାକରଣ କେନ୍ଦ୍ରରେ ମାଗଣାରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଅବଶ୍ୟ ଘରୋଇ ହସ୍ପିଟାଲରେ ଆବଶ୍ୟକ ଫି’ ଦେଇ ଦ୍ୱିତୀୟ ଡୋଜ୍ ଟିକା ନିଆଯାଇପାରିବ। ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି।

୧୮ରୁ ୪୪ବର୍ଷ ବୟସର ଟିକାକରଣ କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ମେ’ ୧ରୁ ଆରମ୍ଭ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଆଜିଠୁ ଏହି ବର୍ଗର ଲୋକଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ରାଜ୍ୟବ୍ୟାପୀ ଏହି ବୟସର ବ୍ୟକ୍ତିମାନଙ୍କୁ ଟିକାକରଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାନରୁ କିଛି ଅଘଟଣର ଅଭିଯୋଗ ଆସିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story