ଆକାଶରେ ମୁଖ୍ୟମନ୍ତ୍ରୀ, ବାପା କାନ୍ଧରେ ଝିଅ

ବିଚିତ୍ର ଏ ରାଜ୍ୟ, ବିଚିତ୍ର ରାଜ୍ୟର ବ୍ୟବସ୍ଥା। ସ୍ବାସ୍ଥ୍ୟର ପ୍ରଚାର ପାଇଁ କିଏ ହେଲିକପ୍ଟରରେ ଯାଏ, ତ’ ଆଉ କିଏ ସ୍ବାସ୍ଥ୍ୟ ସେବା ପାଇଁ ଗାଡ଼ିଟିଏ କରିପାରେନି ବୋଲି, ବଢ଼ିଲା ଝିଅକୁ କାନ୍ଧରେ କାନ୍ଧେଇ କାନ୍ଧେଇ ବାଟ ଚାଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।