ଆଇସିଇ ନିର୍ଦ୍ଦେଶକ ପଦରୁ ରେକ୍ସଡେଲଙ୍କୁ ବହିଷ୍କାର କଲେ ଟ୍ରମ୍ପ

ୱାସିଂଟନ୍‌: ଇମିଗ୍ରେସନ୍‌ ସହ ଜଡ଼ିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ମଧ୍ୟରେ କାର୍ଯ୍ୟବାହୀ ଇମିଗ୍ରେସନ୍‌ ଏବଂ ସୀମାଶୁଳ୍କ ପ୍ରବର୍ତ୍ତନ(ଆଇସିଇ) ନିର୍ଦ୍ଦେଶକ ଡାନିଅଲ ରେକ୍ସଡେଲଙ୍କୁ ତାଙ୍କ ପଦରୁ ଟ୍ରମ୍ପ ବହିଷ୍କାର କରିଛନ୍ତି। ଅଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଜେନେରାଲ ଜନ୍‌ କେଲି ଗଣମାଧ୍ୟମକୁ ସୂଚନା ଦେଇ  କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଥୋମାସ ଡି ହୋମେନ୍‌ଙ୍କୁ ଆଇସିଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି। ସେ କହିଛନ୍ତି, “ମୋତେ ବିଶ୍ୱାସ ଅଛି ଥାମସ୍‌ ଡି […]

Trump_

Trump_

Rakesh Mallick
  • Published: Tuesday, 31 January 2017
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ୍‌: ଇମିଗ୍ରେସନ୍‌ ସହ ଜଡ଼ିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ମଧ୍ୟରେ କାର୍ଯ୍ୟବାହୀ ଇମିଗ୍ରେସନ୍‌ ଏବଂ ସୀମାଶୁଳ୍କ ପ୍ରବର୍ତ୍ତନ(ଆଇସିଇ) ନିର୍ଦ୍ଦେଶକ ଡାନିଅଲ ରେକ୍ସଡେଲଙ୍କୁ ତାଙ୍କ ପଦରୁ ଟ୍ରମ୍ପ ବହିଷ୍କାର କରିଛନ୍ତି।

ଅଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଜେନେରାଲ ଜନ୍‌ କେଲି ଗଣମାଧ୍ୟମକୁ ସୂଚନା ଦେଇ  କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଥୋମାସ ଡି ହୋମେନ୍‌ଙ୍କୁ ଆଇସିଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି।

ସେ କହିଛନ୍ତି, “ମୋତେ ବିଶ୍ୱାସ ଅଛି ଥାମସ୍‌ ଡି ହୋମେନ୍‌ ପୁରୁଷ ଓ ମହିଳାଙ୍କୁ ପ୍ରଭାବଶାଳୀ ନେତା ଭାବେ ସେବା ପ୍ରଦାନ କରିପାରିବେ। ମୁଁ ଏହା ସୁନିଶ୍ଚିତ କରିବା ପାଇଁ ତାଙ୍କ ସହିତ କାମ କରିବାକୁ ଚାହୁଁଛି। ଆମେ ରାଷ୍ଟ୍ରର ହିତ ପାଇଁ ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ଆମେ ଆମର ଇମିଗ୍ରେସନ୍‌ ଆଇନ୍‌ ଓ ନିୟମ ଲାଗୁ କରିବା।” କେଲିଙ୍କ ମନ୍ତବ୍ୟରେ ରେକ୍ସଡେଲଙ୍କୁ ନେଇ କୌଣସି ଆଲୋଚନା କରାଯାଇ ନାହିଁ।

ଟ୍ରମ୍ପ ଶାସନଭାର ସମ୍ଭାଳିବା ପରେ ରେକ୍ସଡେଲଙ୍କ ପୂର୍ବରୁ କାର୍ଯ୍ୟବାହୀ ଆଟର୍ଣ୍ଣି ଜେନେରାଲଙ୍କୁ ବହିଷ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story