ଉମରକୋଟ: ପୋଡ଼ି ଗଲା ୨୦୦ ବସ୍ତା ଧାନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଡଙ୍ଗରୀ ସାହିରେ ଅଗ୍ନିକାଣ୍ଡ ଘଟି ୭ ଜଣ ଚାଷୀଙ୍କ ୧୫ ଏକର ଜମିରୁ ଅମଳ ହୋଇ ଗଚ୍ଛିତ ରଖାଯାଇଥିବା ଧାନରେ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଦଳକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସାହି ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ କ୍ଷତିଗ୍ରସ୍ତ ଚାଷୀମାନେ ହତାଶ ହୋଇଯାଇଛନ୍ତି। ଏବେ କିପରି ଋଣ ଟଙ୍କା ପରିଶଧ […]

umarcoat

umarcoat

Rakesh Mallick
  • Published: Monday, 28 November 2016
  • Updated: 28 November 2016, 12:21 PM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଡଙ୍ଗରୀ ସାହିରେ ଅଗ୍ନିକାଣ୍ଡ ଘଟି ୭ ଜଣ ଚାଷୀଙ୍କ ୧୫ ଏକର ଜମିରୁ ଅମଳ ହୋଇ ଗଚ୍ଛିତ ରଖାଯାଇଥିବା ଧାନରେ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଦଳକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସାହି ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିକାଣ୍ଡ ପରେ କ୍ଷତିଗ୍ରସ୍ତ ଚାଷୀମାନେ ହତାଶ ହୋଇଯାଇଛନ୍ତି। ଏବେ କିପରି ଋଣ ଟଙ୍କା ପରିଶଧ କରିବେ ତାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି।

କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos