ଆଫଗାନିସ୍ତାନରେ ଆତଙ୍କୀଙ୍କ ମଉଜ

ଆଉ କେତେବେଳେ ବିମାନ ପଙ୍ଖାରେ ଝୁଲୁଛନ୍ତି ଦୋଳି। ଭାଇରାଲ ହେଉଛି ତାଲବାନୀଙ୍କ ଭିଡିଓ । ଓଡ଼ିଆରେ ଗୋଟେ ଢ଼ଗ ଅଛି- ମାଙ୍କଡ ହାତରେ ଶାଳଗ୍ରାମ। ଅବିକଲ ଏହି ଢ଼କଟି ଫିଟ୍ ବସୁଛି, ତାଲିବାନି ଆତଙ୍କୀଙ୍କ ଏହି ସବୁ ଭିଡିଓ ଦେଖିଲେ।