ବନ୍ଧା ପଡିଛି ପୁଅର ଶବ

ଘରେ ବିଧବା ମା କୁ ଛାଡି ଦାଦନ ଖଟିବାକୁ ବାଙ୍ଗାଲୁର ଯାଇଥିଲା ପୁଅ । କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଅର ଶବକୁ ଗାଁକୁ ଆଣିବାକୁ ଇଚ୍ଛାକରିଥିଲା ମା କିନ୍ତୁ ପଇସା ଅଭାବରୁ ଅଧାବାଟରେ ଅଟକି ରହିଛି ପୁଅର ଶବ ।ବନ୍ଧା ପଡିଛି ପୁଅର ଶବ