ବର-କନିଆଁଙ୍କୁ ଟ୍ୟୁସନ୍ କଲେ ପ୍ରଥମ ପତ୍ନୀ

ସ୍ବାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ଥିବା ବେଳେ ଦ୍ବିତୀୟ ବିବାହ କରୁଥିଲେ ସ୍ବାମୀ। ପୁଣି ପ୍ରଥମ ପତ୍ନୀଙ୍କ କୋଳରେ ଦୁଇ ଦୁଇଟି ଛୁଆ। ଯେତେବେଳେ ସ୍ବାମୀଙ୍କ ବାହାଘର ଆଖି ସାମ୍ନାରେ ଚାଲିଛି, ସେତେବେଳେ ଜଣେ ସ୍ତ୍ରୀର ହୃଦୟ ଜଳୁଛି। ସମ୍ବଲପୁର ଜିଲ୍ଲା ଗୁରୁପଡାସ୍ଥିତ ବିବାହ ମଣ୍ଡପରେ ବାହାଘରର ସମସ୍ତ ଆୟୋଜନ ଚାଲିଥିବା କୁହାଯାଉଛି।