‘ବିଏମସି ର ନାଲି ଆଖି!”- କଣ କହୁଛି ଓଡ଼ିଶା

ରାଜଧାନୀରୁ ହଟିବ ଉଠା ଦୋକାନୀ ! ରାଜଧାନୀ, ରାସ୍ତା କଡ ଫୁଟପାଥ ଏବଂ ଡ୍ରେନ ଉପରେ ଦେଖିବାକୁ ମିଳିବନି ଉଠାଦୋକାନ ! ଏହାକୁ ନେଇ ଆଜିର କଣ କହୁଛି ଓଡ଼ିଶାରେ ଦେଖନ୍ତୁ ”ବିଏମସି ର ନାଲି ଆଖି!”