ବିଜେଡି ଟାର୍ଗେଟରେ ବିଜେପି ଗଡ଼

ବିଧାନସଭାକୁ ଗଲେ ନାହିଁ ଦିନେ । ଜିଲ୍ଲାକୁ ଜିଲ୍ଲା କିନ୍ତୁ ବୁଲୁଛନ୍ତି ନବୀନ। ବିଜେପିର ବାନା ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଷ୍ଟପେଜ୍ ସେଇଠି। ବିଜେପିକୁ ମାତ୍ ଦେବାପାଇଁ ଶାସକ ଦଳର ଶୁଚିନ୍ତିତ ରଣନୀତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ବଢାଉଛି ନିଜ ଭୋଟ୍ ବ୍ୟାଙ୍କ୍