ବିଜେପିର ଅଡ଼ୁଆ ବରୁଣ ବାଣ

ଦଳ ଭିତରେ ରହି ନିଜ ସରକାରଙ୍କୁ ବାଣ ମାରିଲେ ବରୁଣ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ‘ଟେନିଙ୍କ’ ବିରୋଧରେ ବରୁଣ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହ ଆନ୍ଦୋଳନରତ କୃଷକଙ୍କ ଦାବି କଥା ସେ ଉଠାଇଛନ୍ତି।