ମାଙ୍କଡ ହାତରେ ଶାଳଗ୍ରାମ !

ଖରା ବଢୁଛି, ସମସ୍ୟା ବଢୁଛି। ଫ୍ୟାନ୍ ଲଗାଇ ମଣିଷଟିକେ ନିଶ୍ବାସ ନେବାକୁ ବସିଲା ବେଳକୁ ଲାଇନ୍ କଟିଯାଉଛି। ଅଘୋଷିତ, ଅଚାନକ୍ କଟି ଯାଉଛି ବିଜୁଳି। ବଳକା ବିଜୁଳି ରାଜ୍ୟରେ କାହିଁକି କଟୁଛି ଲାଇନ୍। ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଓ ନିର୍ଦ୍ଦେଶ ପରେ ବି ବିଜୁଳି କାଟ୍ କାହିଁକି ହେଉଛି। ଏହାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ କ’ଣ କହୁଛି ଓଡ଼ିଶା।