ସହଜରେ ଖସି ପାରିବେନି ସ୍ବାସ୍ଥ୍ୟମନ୍ତ୍ରୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାନ୍ଧରେ ବ୍ରଜରାଜନଗର ଉପନିର୍ବାଚନର ଭାର କିନ୍ତୁ ମନ୍ତ୍ରୀଙ୍କ ପିଛା ଛାଡୁନି ବିବାଦ। ଠିକଣା ଜାଗାରେ ଜବାବ ମାଗିଲା ଝାରସୁଗୁଡା ବିଜେପି। ମନ୍ତ୍ରୀଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଅନେକ ଗୁମର ଲୁଚି ରହିଛି ।