15 ମିନିଟ୍ ରେ ଖେଳ ଶେଷ

ଜହ୍ଲାଦ ଗୋବିନ୍ଦ ଜାଣିଛି ଯଦି ମମିତାଙ୍କ ମୋବାଇଲ ପୁଲିସ୍ ହାତରେ ଲାଗିବ ତେବେ ସବୁ କଳାକାରନାମା ଜଣାପଡିଯିବ। ଅପରାଧ କରି ଖୁଲମ ଖୁଲା ବୁଲୁଥିବ ଗୋବିନ୍ଦ। ପୁଲିସ୍ ପ୍ରଶାସନକୁ ପୁରା ଭୂଆଁ ବୁଲାଇ ଚାଲିଥିଲା।