‘20 କୋଟିରୁ ଅଧିକ ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ୍’

ସୋନୁ ସୁଦଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ଏକ ସାଂଘାତିକ ତଥ୍ୟ ଦେଇଛି ଆୟକର ବିଭାଗ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି, କହିଛନ୍ତି- ସୋନୁ ସୁଦଙ୍କ ବିରୋଧରେ 20 କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିବାର ତଥ୍ୟ ସାମ୍ନାକୁ ଆସିଛି।