‘ପିଲାଦିନ ପ୍ରେମରୁ ବାହାହୋଇ ଭୁଲ କଲି ଏବେ ମରିବି’

ଇନଷ୍ଟାଗ୍ରାମରୁ ପ୍ରେମ ତାହା ବି ଅଳ୍ପ ବୟସରୁ ଅର୍ଥାତ ଞ୍ଜିନିୟରିଂ ପଢୁଥିବା ବେଳେ । କିଛି ଦିନ ଏମିତି ଚାଲିବା ପରେ ଉଭୟଙ୍କ ପରିବାର ଏ ବାବଦରେ ଜାଣିବାକୁ ପାଇଥିଲେ ।କିନ୍ତୁ ଏମିତି କଣ ହେଲା ଯେ ସେ 2ଦିନରେ 2 ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେଣି ଜାଣିବା ଲାଗି ଦେଖନ୍ତୁ ଏହି ରିପୋର୍ଟ ।