6 ମାସର ଛୁଆକୁ ଛାଡ଼ିଥିଲା, ଏବେ କହୁଛି ମୋର

‘ମୋତେ ଯେତେ କଷ୍ଟ ହେଉ ବରଂ ମୁଁ ମୋ ନାତୀକୁ ପାଠପଢେଇ ବି କିନ୍ତୁ ତା ମାକୁ ଦେବିନି । ସେ ତାକୁ ନେଇ ବିକିଦେବ । ଯେ ନିଜ ଜନ୍ମକଲା 6 ମାସର ଛୁଆକୁ ଛାଡ଼ି ପରପୁରୁଷ ସହ ଯାଇପାରିଲା ସେ ଏବେ ତା ପିଲାକୁ ନେଇ କଣ କରିବ କିଏ ଯାଣେ ।’ ଏମିତି କାହିଁକି ଜଣେ କହୁଛନ୍ତି ଦେଖନ୍ତୁ ଏହି ରିପୋର୍ଟରେ ।