ନ କହି ନ ଶୁଣି ପାରି ବି ଫେସବୁକରୁ ପ୍ରେମ ପରେ ବିବାହ

କୁହାଯାଏ ପ୍ରେମ ସାସ୍ୱତ ପ୍ରେମ ସୁନ୍ଦର। ବୋଧେ ସେଇଥିପାଇଁ ନକହି ନଶୁଣି 2 ଜଣଙ୍କ ମଧ୍ୟରେ ପ୍ରେମ୍ ଆଉ ପରେ ଏହା ବିବାହର ନାଁ ନେଇଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ପୁଅ ଓ ଝିଅଙ୍କ ଘର ଅଲଗା ରାଜ୍ୟର। ତେବେ ଏମାନଙ୍କ ପ୍ରେମ କାହାଣୀ କେମିତି ଆରମ୍ଭ ହୋଇଥିଲା ଦେଖନ୍ତୁ ଏହି ରିପୋର୍ଟରେ।