କିଲର ଆଟିଭାନ୍

ନୂଆ କରି ଭୁବନେଶ୍ୱର ଆସୁଥିବା ଯାତ୍ରୀ ସାବଧାନ। ଆପଣ ନିଶାଦିଆ ଲୁଟେରାଙ୍କ ଶିକାର ହୋଇପାରନ୍ତି। ଏଥିପାଇଁ କଟକ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବେ କାମ କରୁଛି ଗୋଟିଏ ଗ୍ୟାଙ୍ଗ…ତେବେ ସେମାନେ ଆପଣଙ୍କୁ ଠକିବା ପାଇଁ କେଉଁ ନିଶା ଔଷଧ ବ୍ୟବହାର କରନ୍ତି ଆପଣ ଜାଣନ୍ତି କି ?