ବିଶ୍ଵ ଦେଖିବ ଓଡ଼ିଶାର ଭାସ୍କର୍ଯ୍ୟ କଳା

ବିଶ୍ଵକପ ହକି ବେଳେ ସାରା ବିଶ୍ଵ ଦେଖିବ ଓଡିଆ ସ୍ଥପତିଙ୍କ ଭାସ୍କର୍ଯ୍ୟ କଳା। ଲଳିତ କଳା ଏକାଡେମୀ ଓଡ଼ିଶାର ସୁନାମ ଧନ୍ୟ ଚିତ୍ର ଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ଙ୍କୁ ନେଇ ଅନେକ କଳା କୃତି କରିଛି ଯାହା ସହରର ପ୍ରମୁଖ ଛକ ଗୁଡିକରେ ସ୍ଥାନ ପାଇବ। ପ୍ରାୟ ୮ଫୁଟ ଉଚ୍ଚତାର ସେମାରିକ୍ ପଥର। ସେହି ପଥର ଦେହରେ ସ୍ଥାନ ପାଇଛି ହକି ଷ୍ଟିକ୍ ଓ ବଲ। ପଥର ଶିଖର ଉପରେ ସ୍ଥାନ ପାଇଛି ଶାନ୍ତିସ୍ତୁପ ଧଉଳିର […]

  • Published: Tuesday, 13 December 2022
  • , Updated: 13 December 2022, 01:13 PM IST

ବିଶ୍ଵକପ ହକି ବେଳେ ସାରା ବିଶ୍ଵ ଦେଖିବ ଓଡିଆ ସ୍ଥପତିଙ୍କ ଭାସ୍କର୍ଯ୍ୟ କଳା। ଲଳିତ କଳା ଏକାଡେମୀ ଓଡ଼ିଶାର ସୁନାମ ଧନ୍ୟ ଚିତ୍ର ଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ଙ୍କୁ ନେଇ ଅନେକ କଳା କୃତି କରିଛି ଯାହା ସହରର ପ୍ରମୁଖ ଛକ ଗୁଡିକରେ ସ୍ଥାନ ପାଇବ। ପ୍ରାୟ ୮ଫୁଟ ଉଚ୍ଚତାର ସେମାରିକ୍ ପଥର। ସେହି ପଥର ଦେହରେ ସ୍ଥାନ ପାଇଛି ହକି ଷ୍ଟିକ୍ ଓ ବଲ। ପଥର ଶିଖର ଉପରେ ସ୍ଥାନ ପାଇଛି ଶାନ୍ତିସ୍ତୁପ ଧଉଳିର ଚିହ୍ନ। ସୁଦର୍ଶନ ପଟ୍ଟନାୟକ କଣ କହିଛନ୍ତି ଦେଖନ୍ତୁ।

https://youtu.be/VqbuOmsNIDk

Related story