ମଞ୍ଚରେ ଚରିତ୍ର ଦେଖି ଶ୍ୱଶୂର ଭାବିଥିଲେ ବୁଢ଼ା ଜ୍ୱାଇଁ

ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଯାତ୍ରା କମେଡିଆନ୍ ସାନମଣି ଓରଫ ଦୀପକ ଗୋଛୟତଙ୍କ ଜୀବନ କାହାଣିକୁ ନେଇ ଦେଖନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ