#ୱେବ_ଚ୍ୟାନେଲ_ମାଲିକଙ୍କ_ବିରୋଧରେ_କାର୍ଯ୍ୟାନୁଷ୍ଠାନ_ଦାବି
ନୂଆପଡା ନିର୍ବାଚନ ସମୟରେ ଜାଣିଶୁଣି କଂଗ୍ରେସ ରାଜ୍ୟ ସଭାପତିଙ୍କୁ କରାଯାଉଛି ବଦନାମ । ଏକ ୱେବ ଚ୍ୟାନେଲର ମାଲିକ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନାମରେ ଅଶାଳୀନ ମନ୍ତବ୍ୟ ପ୍ରଚାର କରୁଛି । ଯାହା ଏକ ଉଦେଶ୍ୟ ପ୍ରମାଣିତ ହେଉଛି ବୋଲି ଅଭିଯୋଗ କରିଛି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି। ଏନେଇ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#balasore#Webchannel#actiondemand#protest
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
