#ମାହାଙ୍ଗାରେ_ବୈଜୟନ୍ତ_ପଣ୍ଡା
ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲିରେ ପହଞ୍ଚିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କୁଳିଆ ଠାରୁ ସୁକରପଡ଼ା ପଯ୍ୟନ୍ତ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଯାଇଥିଲେ । ପ୍ରଥମେ ନିଶ୍ଚିନ୍ତକୋଇଲି ଠାରେ 8ନମ୍ବର କେନାଲ ରାସ୍ତାର ଭିତ୍ତି ପ୍ରସ୍ତର ଦେବା ପରେ ସୁକରପଡ଼ା ଠାରେ ସୁକରପଡ଼ା-କୁରୁଜଙ୍ଗା 9ନମ୍ବର କେନାଲ ରାସ୍ତାର ଭିତ୍ତି ପ୍ରସ୍ତର ଦେଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BaijayantPanda#mahanga#Nischintakoili#saradapradhan
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
