Advertisment

ୱେବ ଚ୍ୟାନେଲ ବିରୋଧରେ ଫେରାଦ କଂଗ୍ରେସ | Odisha Reporter

author-image
Odisha Reporter

#ୱେବ_ଚ୍ୟାନେଲ_ନାଁରେ_କଂଗ୍ରେସର_ଅଭିଯୋଗ
ନୂଆପଡ଼ା ଉପନିର୍ବାଚନକୁ ନେଇ ନିର୍ଦ୍ଦିଷ୍ଟ ୱେବ ଚ୍ୟାନେଲରେ କଂଗ୍ରେସକୁ କରାଯାଉଛି ବଦନାମ ।ଏଭଳି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ କଂଗ୍ରେସ ।କିଛି ବ୍ୟକ୍ତି ବିଶେଷ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଛବିକୁ ମଳୀନ କରିବାକୁ ଅପଚେଷ୍ଟା କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nuapadabyelection#nishikantdas#Congress#Allegation#WebChannel

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar