#ଅମରଙ୍କ_ପାଖରେ_ଗୋଟିଏ_ଭୋଟର_ନାହାନ୍ତି
ସେ କୋଉ ନିର୍ବାଚନ ମଣ୍ଡଳୀର, କେଉଁ ଭୋଟର ତାଙ୍କ ଦ୍ୱାରା ପ୍ରଭାବିତ ହେବ କହିଲ । ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି କି କେହି ଭୋଟର ପ୍ରଭାବିତ ହେବେନି । ସେମାନେ ଯେଉଁ ଦଳକୁ ଯିବେ ସେଠି ବିଶ୍ୱାସଘାତକତା କରିବେ । ସେ ଆସିଥିଲେ କ୍ଷମତା ଉପଭୋଗ କରିବାକୁ, କ୍ଷମତା ଉପଭୋଗ କରିବା ପରେ ଚାଲିଗଲେ: ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nuapadabyelection#AmarPatnaik#BJPJoinings#BJD#OdishaPolitics
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us