#ବିଜେଡିର_ହେଭିୱେଟ_ବବି_ଦାସଙ୍କ_ନାଁରେ_ମାମଲା
ଦିନ କେଇଟା ପରେ ନୂଆପଡା ନିର୍ବାଚନ। ପ୍ରାର୍ଥଙ୍କ ଛାତି ଧଡଧଡ। ବହିରାଗତ ପ୍ରାର୍ଥୀ ଦେଇ ବିଜେଡି ନିଜ ସମ୍ମାନ ବଞ୍ଚାଇବାକୁ ପ୍ରଚେଷ୍ଟା କରୁଛି। ସ୍ନେହାଙ୍ଗିପନୀ ଛୁରୀଆଙ୍କୁ ପ୍ରାର୍ଥୀ କରି ଦଳର ମାନ ରଖିବାକୁ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ। ହେଲେ ଏହାରି ଭିତରେ ବିଜେଡିର ଅଙ୍କ ଭୁଲ ହୋଇ ଯାଇଛି। ହାରିବା ଡରରେ ବବି ଦାସ ଗୁଣ୍ଡାମି ଆରମ୍ଭ କରିଛନ୍ତି ଆଉ ଫଶି ଯାଇଛନ୍ତି ବୋଲି ଅଭିଯୋଗ ହେଉଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
