#ଡାହାଣ_ହାତ_ଚାଲିଗଲା
ଆମର ପଟ୍ଟନାୟକ ପଦ୍ମ ପୋଖରୀକୁ ଡେଇଁବା ପରେ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା । କହିଲେ 'ଅଳ୍ପଡଦିନରେ ବିଜେଡି ଭାଡ଼ି ଖାଲି ହୋଇଯିବ। ଅମରଙ୍କ ପରେ ଆହୁରି ବହୁ ନେତା ଲାଇନରେ ଅଛନ୍ତି । ନବୀନ ବାବୁ ଅମରଙ୍କୁ ଆଇଟି ସେଲର ମୁଖ୍ୟ କରିଥିଲେ। ସେ ରାତିପାହିଲେ ବିଜେପିକୁ ଆକ୍ରମଣ କରୁଥିଲେ । ଏବେ ସେ ପଦ୍ମ ଧରି ରାଷ୍ଟ୍ର ଗଠନର କଥା କହୁଛନ୍ତି ଯାହା ସ୍ପୃହନୀୟ ନୁହେଁ। '
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#amarpatnaik#BJP#BJD#OdishaPolitics#jaydevjena
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
