#ବିଜେପି_ସହ_ସନ୍ଧି_କରିଛନ୍ତି_ପାଣ୍ଡିଆନ
#ସ୍ନେହାଙ୍ଗିନୀ_ନିଜ_ଯାଗାରେ_ଜିତିପାରିଲେନି_ଏଠି_କଣ_ଜିତିବେ
ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡି ପ୍ରଚାର କଲା ପ୍ରାର୍ଥୀ ହେବେ ଜୟ ଢୋଲକିଆ । ଜୟ ନିଜେ ବି କହିଲେ ବିଜେଡିରୁ ପ୍ରାର୍ଥୀ ହେବେ । ହେଲେ ପାଣ୍ଡିଆନ ଉପରେ ସନ୍ଧି କରିଥିଲେ ଆମେ ତୁମକୁ ଆମ ପ୍ରାର୍ଥୀ ଦେଇଦେବୁ ତେମ ସେଠି ବିଜୟ ହୁଅ । ପୂର୍ବରୁ କରିଥିବା କୋଟି କୋଟି ଟଙ୍କାର ହଡ଼ପକୁ ଲୁଚାଇବା ଓ ବ୍ୟବସାୟକୁ ବଞ୍ଚାଇବା ପାଇଁ ପାଣ୍ଡିଆନ ସନ୍ଧି କରିଛନ୍ତି: ମାନସ ବସ୍ତିଆ, ପୂର୍ବତନ ବିଜେଡି ନେତା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#manasbastia#nuapadabyelection#jaydholkia#BJD#VKPandian
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
