‘#ଟଙ୍କା_ନେଇ_ଭୋଟ_ଦିଅନି’
#ନିଜ_ଇଚ୍ଛାରେ_ମତଦାନ_କର
ଟ୍ରାଇ ସାଇକେଲରେ ତ୍ରିରଙ୍ଗା ଝଣ୍ଡା l ଗାଁକୁ ଗାଁ ବୁଲୁଛନ୍ତି, ଲୋକଙ୍କୁ ସଚେତନ କରୁଛନ୍ତି l ଏ ବାବୁ ଜଣକ କୌଣସି ରାଜନୈତିକ ଦଳର କର୍ମୀ କି ସମର୍ଥକ ନୁହନ୍ତି l ଏ ହେଉଛନ୍ତି ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକ ଦର୍ଲିପଡ଼ା ଗାଁର ଭିନ୍ନକ୍ଷମ ଡୋଳାମଣି ଓ ତାଙ୍କ ସାଥୀ l ଭୋଟ ହେଉଛି ନିଜର ମୌଳିକ ଅଧିକାର । ମଦ, ମାଂସ, ଟଙ୍କା କି କୌଣସି ଉପହାରରେ ନ ପଡ଼ି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଡୋଳାମଣି l
#NuapadaByElection_2025#DolamaniMajhiVoterAwareness_Nuapada#FreeFairVote_Odisha#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
