#ଜରୁରୀ_ବୈଠକ_ଡାକିଛୁ
ବାତ୍ୟା ମୋନ୍ଥା ଆନ୍ଧ୍ରର କାକିନଡ଼ାରେ ଲ୍ୟାଣ୍ଡଫଲ୍ କରିବ। ହେଲେ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହେବ । ଆମେ ସମସ୍ତ ପ୍ରସ୍ତୁତି କରି ସାରିଛୁ। ଜିରୋ କାଜୁଆଲଟି ଆଧାରରେ ଆମର ପ୍ରସ୍ତୁତି ଚାଲିଛି : ମୁଖ୍ୟମନ୍ତ୍ରୀ #OdishaReporter#cmmohanmajhi#cyclonemontha
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
