Advertisment

18 ମାସର ସରକାରରେ କାହିଁକି ହେଲାଣି 13 ଥର ବଦଳି ? | Odisha Reporter

author-image
Odisha Reporter

#3_ଥର_ବଡ଼_ବଦଳି_10_ଥର_ଛୋଟ_ବଦଳି
ବାବୁଙ୍କ ହେଉଛି ବାରଂବାର ବଦଳି। ୧୮ ମାସରେ ବାରମ୍ବାର ଦକ୍ଷତା ଅପେକ୍ଷା ଟ୍ରାନସପର ପୋଷ୍ଟିଂ ଅଧିକ। ସରକାରଙ୍କ 18 ମାସ ମଧ୍ୟରେ ହୋଇଛି ୩ ଥର ବଡ଼ ଧରଣର ଆଉ ୧୦ ଥର ଛୋଟ ବଦଳି। ଜଣଙ୍କ ପାଖରେ ୩ରୁ ୪ ବିଭାଗ। ପରଫରମାନ୍ସ ନା ପଲିଟିକାଲ ବଦଳି। ନଜର ପକାନ୍ତୁ ନୂଆ ସରକାର ଆସିବା ପରେ କେତେ ଥର ଆଉ କାହିଁକି ହୋଇଛି ଆଇଏଏସ ଅଦଳବଦଳ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ias#reshuffle#Bhubaneswar#Odisha#OdishaReporter

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News