ସମ୍ବଲପୁର ଝାଡୁଦାର ଚାକିରି ଫ୍ରଡ୍ ରେ ପୁଣି ଏକ ବଡ଼ ଆକ୍ସନ: ଆଉ ୨୦ ଜଣ ଅଟକ | Sambalpur Sweeper Job Scam | Odisha Reporter
ସମ୍ବଲପୁର ଝାଡୁଦାର ଚାକିରି ଫ୍ରଡ୍ ରେ ପୁଣି ଏକ ବଡ଼ ଆକ୍ସନ । ଚାରପାଲିର ଜଣେ ମହିଳାଙ୍କଠୁ ୧୩ ଲକ୍ଷ ଜବତ, ଆଉ ୨୦ ଜଣ ଅଟକ । ମହିଳା ଜଣକ ଠକ କମ୍ପାନୀର ସୁପରଭାଇଜର ଭାବେ ୪୯୨ ଜଣଙ୍କଠାରୁ ଟଙ୍କା ଆଣିଥିଲେ। ଝାଡୁଦାର ଚାକିରି କରାଇବା ଘଟଣାରେ ଏବେ ଖୋଳତାଡ଼ କରୁଛି ସମ୍ବଲପୁର ପୋଲିସ। ଏ ଘଟଣାରେ ଦୁଇ ମାଷ୍ଟର ମାଇଣ୍ଡ ରାହୁଲ ଓ ପଦ୍ମା ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ରାକେଟରେ ଫସିଥିବା ଜଣେ ମହିଳା ଜୀବନ ହାରିବାରୁ ପୋଲିସ ଅଧିକ ତତ୍ପର ହୋଇଛି।
⚡ Big Action by Sambalpur Police!
A major breakthrough in the Sambalpur Jhadudar Job Scam — police seized ₹13 lakh cash from a woman supervisor of a fake job company and detained 20 people.
The accused had reportedly taken money from 492 job seekers, promising cleaning jobs in government offices.
Two masterminds, Rahul and Padma, are already behind bars, while the investigation continues. One woman who was cheated allegedly lost her life, prompting police to act swiftly.
#CrimeNews_Sambalpur#JobFraud_Odisha#SweeperJobScam#MoneySeizure_Fraud#OdishaNews#EmploymentScam_India#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
