#ମମତାଙ୍କ_ପାଇଁ_କାନ୍ଦୁଛନ୍ତି_ବେଙ୍ଗଲି_ଓଡ଼ିଆ_ଦୋକାନୀ
ଚନ୍ଦନେଶ୍ୱରରେ ବଙ୍ଗାଳି ମୁକ୍ତ ଅଭିଯାନ ଆରମ୍ଭ । ଆସନ୍ତା ୩ ଦିନ ଭିତରେ ଚନ୍ଦନେଶ୍ୱର ଛାଡିବାକୁ ସ୍ଥାନୀୟ ବାସିନ୍ଦା ଦେଲେ ଚେତାବନୀ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ରହିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଏହି ବ୍ଲକରେ ପ୍ରାୟ ଲୋକମାନେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଦୋକାନ କରି ପରିବାର ପ୍ରତିପୋଷାଣ କରନ୍ତି । ମାତ୍ର ସେଠାକାର ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଦୋକାନ ଗୁଡିକୁ ଉଠାଇ ଦେଇଛନ୍ତି । ପଶ୍ଚିମବଙ୍ଗର ଏଭଳି ଦବଙ୍ଗଗିରିକୁ ପ୍ରତିବାଦ କରି ଗତକାଲି ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ଥିବା ବଙ୍ଗାଳି ଦୋକାନୀଗୁଡିକୁ 3ଦିନରେ ଉଠାଇବା ପାଇଁ ଅଲ୍ଟିମେଟମ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bengali#Balasore#Ultimatum#MamataBanerjee#bangalishop
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
