#ବୈଜୟନ୍ତ_ସମାଜକୁ_ଦେଲେ_ବଡ଼_ବାର୍ତ୍ତା
ଅଙ୍ଗନବାଡ଼ି ସହାୟିକା ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କ ହାତରୁ କେହି ଖାଉନଥିଲେ। ଗଣମାଧ୍ୟମରେ ଏ ଖବର ପ୍ରସାରଣ ହେବା ପରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜନଗର ଘଡିଆମାଳ ଗ୍ରାମପଞ୍ଚାୟତ ନୂଆଗାଁରେ ପହଞ୍ଚି ଅଙ୍ଗନବାଡ଼ି କେନ୍ଦ୍ରରେ ବସି ସହାୟିକାଙ୍କ ହାତରୁ ଅନ୍ନ ଡାଲମା ଆଦି ବ୍ୟଞ୍ଜନ ଖାଇ ସହାୟିକା ଜଣଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏ କୁପ୍ରଥା ବିଷୟରେ ସଚେତନ କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Kendrapada#SocialStigma#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
