Advertisment

ବୋଲ ମାନୁନି ଥାନା ବାବୁଙ୍କ ଗାଡ଼ି, ଦୋକାନ ଉପରେ ମାଡ଼ିଗଲା | Odisha Reporter

author-image
Odisha Reporter

#ଦୋକାନ_ଉପରେ_ମାଡ଼ିଗଲା_ଥାନା_ବାବୁଙ୍କ_ଗାଡ଼ି
ଥାନା ବାବୁ ଗାଡି ମାନୁନାହିଁ ବୋଲ । ଫୁଟପାଥରେ ଚଢ଼ିଗଲା ଦୋକାନ ଉପରକୁ ମାଡ଼ିଗଲା । ବୁଧବାର ବିଳମ୍ବିତ ରାତିରେ ନୟାପଲ୍ଲି ଥାନା ଅଧିକାରୀଙ୍କ ଗାଡି ହୋଇଛି ଦୁର୍ଘଟଣାର ସମ୍ମୁଖୀନ । ରାଜଧାନୀ ଭୁବନେଶ୍ବରର CBI ଛକ ଅଞ୍ଚଳରେ ଘଟିଛି ଘଟଣା । ଥାନା ଅଧିକାରୀଙ୍କ ଗାଡି ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ ଦୋକାନକୁ ମାଡି ଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକଙ୍କ ଅଭିଯୋଗ ଥାନା ବାବୁଙ୍କ ଡ୍ରାଇଭର ମଦ୍ୟପାନ କରି ଏଭଳି ଦୁର୍ଘଟଣା ଘଟାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#bhubaneswar#Accident#policeiic#Policevehicle#nayapallipolice

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar