#ହ୍ୟୁମାନର_ଇଜ୍ଜତ_ପାଇଁ_ଚୁପ_ଥିଲୁ
#କାମ_ସରୁ_ସତ_ଖୋଲିଦେବୁ
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଏବେ ଗୋଟାଏ ପରେ ଗୋଟାଏ ଭାଇରାଲ ଭିଡିଓ ପଦାକୁ ଆସିବାରେ ଲାଗିଛି। ବିଶେଷ କରି ହ୍ୟୁମାନଙ୍କ ମା’ ବହୁ କିଛି କହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କିଛି କିଛି ଯାଗାରେ କଥା ଢୋକୁଛନ୍ତି। ହ୍ୟୁମାନଙ୍କ ମ୍ୟାନେଜର ପପୁ, ସହଯୋଗୀ ପ୍ରଶାନ୍ତ ଆଉ ଜଣେ ଯୁବ ଗାୟିକାଙ୍କ ନାଁ ବି ଉଠାଇଛନ୍ତି। ଯାହାକୁ ନେଇ ବିବାଦ ତେଜିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#humansagar#quarrel#humanmother#manager#girlsinger#viralvideo#Allegation#odiasinger
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
