Advertisment

ସୁନା ଦର, କମିଗଲା ୭ ହଜାର ! | Odisha Reporter

author-image
Odisha Reporter

#ସୁନା_ଦର_କମିଗଲା_୭_ହଜାର ! |
ହୁ ହୁ ହୋଇ ବଢୁଥିବା ସୁନା ଦର କମିଛି। ଏଥର ରେକର୍ଡ ପରିମାଣ ହ୍ରାସ ହୋଇଛି, ଯାହା ଗ୍ରାହକଙ୍କୁ ବେସ୍ ଆସ୍ବସ୍ଥ କରିବ ବୋଲି କୁହାଯାଉଛି। ବୁଧବାର ଅପରାହ୍ନରେ ଦେଶର ଫ୍ୟୁଚର୍ସ ବଜାର, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ମାତ୍ର ୬ ମିନିଟରେ ୧୦ ଗ୍ରାମ୍ ପିଛା ୬% ଅର୍ଥାତ୍ ୭,୭୦୦ ଟଙ୍କା ହ୍ରାସ ପାଇଛି।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #OdishaReporter">https://www.instagram.com/odishareporter_official/#OdishaReporter#Odisha#Gold#GoldPriceToday#GoldPriceDecrease

Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News