#ବାର୍ଦ୍ଧକ୍ୟ_ଭତ୍ତା_ଠାରୁ_ବି_କମ୍_ଏ_ଶିକ୍ଷକଙ୍କ_ପେନସନ୍
ଜୀବନ ଯାକ ମଣିଷ ତିଆରି କଲେ। ହେଲେ ଅବସର ପରେ ତାତ୍ସ୍ୟଲ୍ୟ କଲା ଆମ ବିଧିବ୍ୟବସ୍ଥା । ଚାକିରିରେ ସିନା ଦରମା ପାଇପାରିଲେନି ହେଲେ ପେନସନଟା ଟିକେ ବଢିକି ଆସିବା ଆଶାରେ ଶିକ୍ଷକଙ୍କ ସହ ଆନ୍ଦୋଳନରେ ବସିଛନ୍ତି ଜଣେ ଅବସର ପ୍ରାପ୍ତ ଗୁରୁ। ଯାହାଙ୍କର ପେନସନ ମାତ୍ର ୫୨୦ ଟଙ୍କା। ବାର୍ଦ୍ଧକ୍ୟ ଭତ୍ତା ଠାରୁ ବି କମ୍ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#pension#teacher#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
