#7_ଦଶନ୍ଧି_ଧରି_ପ୍ରହଲ୍ଲାଦ_ନାଟକ_ସହ_ଜଡିତ
ସଙ୍ଗୀତ ଦେହରେ ଶିହରଣ ସୃଷ୍ଟି କରେ.. ସଂଳାପ ବାନ୍ଧି ରଖେ ଶରୀର ଓ ମନକୁ। ଆଉ କୋଟି ରୋମାଂଚ ଭରିଦିଏ ରାଗ-ରସ ଭରା ଜୀବନ୍ତ ଅଭିନୟ। ଓଡ଼ିଶାର ସଂସ୍କୃତି ଓ ଲୋକନୃତ୍ୟର ଜ୍ବଳନ୍ତ ନିଦର୍ଶନ ପ୍ରହଲ୍ଲାଦ ନାଟକ। ଆଉ ଇଏ ପାରମ୍ପରିକ ଲୋକକଳାର କିମ୍ବଦନ୍ତୀ ପୁରୁଷ ଗୁରୁ ସୀମାଂଚଳ ପାତ୍ର। 7 ଦଶନ୍ଧି ଧରି ପ୍ରହଲ୍ଲାଦ ନାଟକ ସହ ଜଡିତ, ସହସ୍ରାଧିକ ଥର ମଂଚରେ ଅଭିନୟ ଆଉ ଦୀର୍ଘ 20 ବର୍ଷ ଧରି ନାଟ୍ୟ ଗୁରୁ ଭାବେ ସାଧନା ତାଙ୍କୁ ଦେଇଛି ସ୍ବୀକୃତି। ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ଗୁରୁ ସୀମାଂଚଳ ପାତ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#simanchalpatra#padamshree#digapahandi#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
